ଅନ୍ତର୍ଦୃଷ୍ଟି (ANTARDRUSHTI)

ଅନ୍ତର୍ଦୃଷ୍ଟି (ANTARDRUSHTI)

INDU BHUSAN MOHANTY

Unclaimed — is this your show?

19
Episodes
2021
First episode

About ଅନ୍ତର୍ଦୃଷ୍ଟି (ANTARDRUSHTI)

ମୋର ପ୍ରଥମ ଗଳ୍ପ ପୁସ୍ତକ "ଜୀବନ ଜୁଆ" ପରେ ସଦ୍ୟ ପ୍ରକାଶିତ ମୋର ଦ୍ଵିତୀୟ ଗଳ୍ପ ସଂକଳନ "ଅନ୍ତର୍ଦୃଷ୍ଟି"ରେ ସ୍ଥାନ ପାଇଥିବା ବିଭିନ୍ନ ସ୍ୱାଦର ୧୧ଟି ଯାକ କାଳ୍ପନିକ ଗଳ୍ପକୁ ମୁଁ ନିଜ ମୁହଁରେ ଆପଣମାନଙ୍କୁ ଶୁଣେଇବାକୁ ଚେଷ୍ଟା କରିବି। ଏ ଥରର ଗଳ୍ପଗୁଡ଼ିକ ବି ଶ୍ରୋତାଙ୍କୁ ନିଶ୍ଚିତ ଭାବେ ଭଲ ଲାଗିବ, ଏହା ମୋର ଦୃଢ଼ ବିଶ୍ୱାସ।

Publisher
INDU BHUSAN MOHANTY
Category
arts
Language
or
Explicit
No
First episode
16 Jan 2021
Latest episode
28 Dec 2022

Latest episodes

19 episodes in the feed.

  1. 28 Dec 2022

    ମୋର ଦ୍ଵିତୀୟ ଗଳ୍ପ ସଂକଳନ "ଅନ୍ତର୍ଦୃଷ୍ଟି"ର ଦ୍ୱିତୀୟ ଗଳ୍ପ "ପ୍ରଥମ ପ୍ରେମର ସ୍ମୃତି"।

  2. 14 Dec 2022

    ମୋର ଦ୍ଵିତୀୟ ଗଳ୍ପ ସଂକଳନ "ଅନ୍ତର୍ଦୃଷ୍ଟି"ର ପ୍ରଥମ ଗଳ୍ପ "ଦରିଆ ସେପାରିର ବୋହୂ"।

  3. 9 May 2021

    SPECIAL EPISODE on International Mother's Day.

  4. 3 May 2021

    SPECIAL EPISODE - କରୋନା

  5. 3 Apr 2021

    SPECIAL EPISODE - "THE SILLY MISTAKE"

  6. 1 Apr 2021

    SPECIAL EPISODE - ଉତ୍କଳ ଦିବସ ଉପଲକ୍ଷେ ... ...

  7. 28 Mar 2021

    SPECIAL EPISODE - ପବିତ୍ର ଦୋଳ ପୂର୍ଣ୍ଣିମା ଓ ହୋଲି ଉପଲକ୍ଷେ .. ...

  8. 22 Mar 2021

    ମୋର ପ୍ରଥମ ଗଳ୍ପ ପୁସ୍ତକ "ଜୀବନ ଜୁଆ"ର ଏକାଦଶ ଗଳ୍ପ "ମୁଁ ବି ଜଣେ ମାଓବାଦୀ" ।

  9. 16 Mar 2021

    ମୋର ପ୍ରଥମ ଗଳ୍ପ ପୁସ୍ତକ "ଜୀବନ ଜୁଆ"ର ଦଶମ ଗଳ୍ପ "ଯମରାଜଙ୍କ ମର୍ତ୍ତ୍ୟଯାତ୍ରା" ।

  10. 11 Mar 2021

    ମୋର ପ୍ରଥମ ଗଳ୍ପ ପୁସ୍ତକ "ଜୀବନ ଜୁଆ"ର ନବମ ଗଳ୍ପ "ବଫେ" (Buffet).

  11. 8 Mar 2021

    ମୋର ପ୍ରଥମ ଗଳ୍ପ ପୁସ୍ତକ "ଜୀବନ ଜୁଆ"ର ଅଷ୍ଟମ ଗଳ୍ପ "ମିସେସ୍" (Mrs.) ।

  12. 3 Mar 2021

    ମୋର ପ୍ରଥମ ଗଳ୍ପ ପୁସ୍ତକ "ଜୀବନ ଜୁଆ"ର ସପ୍ତମ ଗଳ୍ପ "ବୁଲା କୁକୁର" ।

  13. 24 Feb 2021

    ମୋର ପ୍ରଥମ ଗଳ୍ପ ପୁସ୍ତକ "ଜୀବନ ଜୁଆ"ର ଷଷ୍ଠ ଗଳ୍ପ "ବିରୋଧ" ।

  14. 19 Feb 2021

    ମୋର ପ୍ରଥମ ଗଳ୍ପ ପୁସ୍ତକ "ଜୀବନ ଜୁଆ"ର ୫ମ ଗଳ୍ପ "ନାୟକବାବୁଙ୍କ ମାରୁତି କାର୍"।

  15. 11 Feb 2021

    ମୋର ପ୍ରଥମ ଗଳ୍ପ ପୁସ୍ତକ "ଜୀବନ ଜୁଆ" ର ଚତୁର୍ଥ ଗଳ୍ପ "ଅପ୍ରତ୍ୟାଶିତ ଅବ୍ୟବସ୍ଥା" ।

  16. 9 Feb 2021

    ମୋର ପ୍ରଥମ ଗଳ୍ପ ପୁସ୍ତକ "ଜୀବନ ଜୁଆ"ର ୩ୟ ଗଳ୍ପ "ପ୍ରଥମ ଗଳ୍ପର ଅଭିଜ୍ଞତା" ।

  17. 2 Feb 2021

    ମୋର ପ୍ରଥମ ଗଳ୍ପ ପୁସ୍ତକ "ଜୀବନ ଜୁଆ"ର ଦ୍ୱିତୀୟ ଗଳ୍ପ "ରସଗୋଲା"

  18. 23 Jan 2021

    ମୋର ପ୍ରଥମ ଗଳ୍ପ ପୁସ୍ତକ "ଜୀବନ ଜୁଆ"ର ପ୍ରଥମ ଗଳ୍ପ "ଜୀବନ ଜୁଆ".

  19. 16 Jan 2021

    ଅନ୍ତର୍ଦୃଷ୍ଟି (ଗଳ୍ପ ସଂକଳନ)

Host of ଅନ୍ତର୍ଦୃଷ୍ଟି (ANTARDRUSHTI)?

Claim your podcast to manage its listing and keep your show details accurate.

Claim this podcast

Pod Engine is an independent podcast discovery and analytics service and is not affiliated with or endorsed by this podcast. Artwork and show content belong to their owners. Full legal notice.