
Time Management Techniques - Odia
Subhash Nayakrout
About Time Management Techniques - Odia
ଏହି Podcast ରେ ଆପଣ କିପରି ନିଜ ସମୟ କୁ ସଠିକ ଭାବେ ବ୍ୟବହାର କରିପାରିବେ, ତାହା ଏଇଥିରେ ବର୍ଣନା ହୋଇଅଛି | ଏହି Podcast ରେ ସମୁଦାୟ ୨୧ ଟି ମାଧ୍ୟମ ରହିଛି ଯାହା ଦ୍ୱାରା ଆମେ ଅଳ୍ପ ସମୟ ରେ ଅଧିକ କାର୍ଯ୍ୟ କରି, ଆମ ସମୟ କୁ ଠିକ ଭାବେ ଉପଯୋଗ କରିପାରିବା | ଏହି Podcast ରେ ଥିବା ବିଷୟ ବସ୍ତୁ ଏକ ବେସ୍ତ ସେଳଲିଙ୍ଗ ପୁସ୍ତକ ରୁ ଅନୁପ୍ରାଣିତ ହୋଇଅଛି | "EAT THAT FROG" by Brian Tracy. ତେବେ ଚାଲନ୍ତୁ ବିଳମ୍ବ ନକରି ଆମ ସମୟ କୁ ଠିକ ଭାବେ ଉପଯୋଗ କରିବା ଶିଖିବା ଓ ତାକୁ ନୀତି ଦିନ କାର୍ଯ୍ୟ ରେ ଲଗେଇବା | __________ This Podcast is Completely Dedicated to Managing your Time Smartly with 21 Different Techniques. This book content is Inspired by the Best Selling Book, "EAT THAT FROG" by Brian Tracy. He Describes 21 great ways to Stop Procrastination and Get More Done in Less Time. In this Podcast, I will share with you the 21 Great Ways to Manage your Time Effectively in Each Episode with Explaining manner. So Let's Get Started.
- Publisher
- Subhash Nayakrout
- Category
- business · education · health & fitness · society & culture
- Language
- or
- Explicit
- No
- First episode
- 20 Dec 2022
- Latest episode
- 20 Dec 2022
Pod Engine is an independent podcast discovery and analytics service and is not affiliated with or endorsed by this podcast. Artwork and show content belong to their owners. Full legal notice.