4 Episodes
2020 First episode About khabar odia Khabar odia
Publisher KHABAR ODIA
Category comedy
Language or
Explicit Yes
First episode 10 Feb 2020
Latest episode 11 Feb 2020 Latest episodes 4 episodes in the feed.
11 Feb 2020
ହାଇଦ୍ରାବାଦ: ମହାମାରୀ ରୂପ ନେଇଛି କୋରାନା । ରାକ୍ଷସ ରୂପି କୋରୋନା କେବଳ ଚୀନକୁ ଗ୍ରାସି ନାହିଁ । ସାରା ବିଶ୍ବରେ ହାଇଦ୍ରାବାଦ: ମହାମାରୀ ରୂପ ନେଇଛି କୋରାନା । ରାକ୍ଷସ ରୂପି କୋରୋନା କେବଳ ଚୀନକୁ ଗ୍ରାସି ନାହିଁ । ସାରା ବିଶ୍ବରେ ତାର କାୟା ବିସ୍ତାର କରିବାରେ ଲାଗିଛି । ଭୟଙ୍କର ନଭେଲ କୋରୋନା ଭାଇରସ ଭାରତରେ ମଧ୍ୟ ଚିହ୍ନଟ ହୋଇସାରିଛି । କେରଳରେ ତିନି ତିନିଟି ରୋଗୀ ଚିହ୍ନଟ ହେବା ପରେ ସାରା ଦେଶରେ କୋରୋନା ଛନକା । ହେଲେ ଭାଗ୍ୟବଶତଃ ଏଯାବତ ତେଲେଙ୍ଗାନାରେ କୌଣସି କୋରାନା ଆକ୍ରାନ୍ତର ଶିକାର ହୋଇନଥିବା ସୂଚନା ମିଳିଛି ।
10 Feb 2020
ଦେଶର ମୁକ୍ତି ସଂଗ୍ରାମରେ ଝାସ ଦେଇଥିବା ସ୍ବାଧୀନତା ସଂଗ୍ରାମୀଙ୍କ ପରିବାର ଆଜି ଦୁଃଖଦୁର୍ଦ୍ଦଶାରେ କାଳ କାଟୁଛି ଦେଶ ସ୍ବାଧୀନ ହେଲା। ଦେଶବାସୀଙ୍କ ମୁହଁରେ ହସ ଫୁଟିଲା। ହେଲେ ଆଜି ସ୍ବାଧୀନତା ସଂଗ୍ରାମୀଙ୍କ ପରିବାର ଆଖିରେ ଲୁହ। ଦି ଓଳି ଦି ମୁଠା ଖାଇବାକୁ ଦାନା ଗଣ୍ଡେ ନାହିଁ। ଭଙ୍ଗା ଘରେ ରହୁଛନ୍ତି ସ୍ଵାଧୀନତା ସଂଗ୍ରାମୀଙ୍କ ପରିବାର। ଏହା ହେଉଛି ଭଦ୍ରକ ଧାମନଗର ବ୍ଳକ ଖପରପଦା ଅଞ୍ଚଳର ସ୍ଵାଧୀନତା ସଂଗ୍ରାମୀ ସ୍ବର୍ଗତଃ ସଚ୍ଚିଦାନନ୍ଦ ପଣ୍ଡାଙ୍କ ପରିବାର କଥା ।
10 Feb 2020
ଖାକିବାବୁ ଙ୍କ ଦାଦାଗିରି, ପୋଷାକ ପିନ୍ଧି ଦେଳେ ମାନନ୍ତି ନାହିଁ ଇନ୍ଦ୍ର ଚନ୍ଦ୍ର। ପୁରୀ: ଦୁର୍ବ୍ୟବହାର କରି ସସପେଣ୍ଡ ହେଲେ ପୋଲିସ ଅଧିକାରୀ। ‘ମୋ ସରକାର’ ଅନ୍ତର୍ଗତ ସବୁ ଥାନାରେ ଏବେ ପୋଲିସ ଅଧିକାରୀ ଉତ୍ତମ ବ୍ୟବହାର ସହିତ ଲୋକଙ୍କୁ ମାମଲା ଦାୟର କରିବାରେ ସାହାଯ୍ୟ କରିବାରୁ ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି।
10 Feb 2020
କଳାହାଣ୍ଡି ଚାଷୀ ଙ୍କ ଦୁଃଖ ଚାଷୀ ଆତ୍ମହତ୍ୟା ଅନେକଥର ଗଣମାଧ୍ୟମ ସାମ୍ନା କୁ ଆସୁଛି କିନ୍ତୁ ସରକାର ପାଖକୁ ପହଞ୍ଚୁନୀ,ଅନେକ ଚାଷୀ କଳାହାଣ୍ଡି ରୁ ଋଣଭାର ସୁଝି ନପାରି ପାରି , ଆତ୍ମହତ୍ୟା କରୁଥିବା ବେଳେ ଟୋକନ ଅପବ୍ୟବସ୍ଥା ରେ ଚାଷୀ ଙ୍କ ଆତ୍ମହତ୍ୟା ପାଇଁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଉଛନ୍ତି।
Research this show Explore Pod Engine's podcast research tools and transcript access.
See plans Is this your podcast? Claim your show to manage its details on Pod Engine.
Claim khabar odia Where this data comes from Each source has its own observation date. These dates do not mean all data was checked at once.
RSS feed Last successful check: 25 Aug 2026 .
Apple Podcasts ratings (US) Snapshot recorded: 21 Oct 2026 .
Spotify ratings Snapshot recorded: Date unavailable. Host of khabar odia? Claim your podcast to manage its listing and keep your show details accurate.
Claim this podcast Pod Engine is an independent podcast discovery and analytics service and is not affiliated with or endorsed by this podcast. Artwork and show content belong to their owners. Full legal notice .
Explore this showPodcast research with Pod Engine
See plans